ସେଟଲ୍ମେଣ୍ଟ୍ ଅଫିସର Setal-meṇṭ aphisar
- ବୈଦେ. ବି (ଇଂ. ସେଟ୍ଲମେଣ୍ଟ୍ ଅଫିସର୍) — ସେଟଲ୍ମେଣ୍ଟ୍ ବିଭାଗର ସର୍ବୋଚ୍ଚ ହାକିମ — Settlement officer
- ବୈଦେ. ବି (ଇଂ. ସେଟ୍ଲମେଣ୍ଟ୍ ଅଫିସର୍) — [ଦ୍ର— ଏହାଙ୍କ ଅଧସ୍ତନ ହାକିମଙ୍କୁ ଆସିଷ୍ଟାଣ୍ଟ୍ ସେଟଲ୍ମେଣ୍ଟ ଅଫିସର — Assitant Settlement Officerବୋଲାଯାଏ]