ସେଚନ ଘଟ Sechana ghaṭa

  • ସଂ. ବି (ମ. ପ. ଲୋ) — ଯେଉଁ ଘଟରେ ଥିବା ପାଣି ଘଟର ମୁହଁ ବାଟେ ଛିଞ୍ଚା ଯାଏ — A pitcher with which water is sprinkled
  • ସଂ. ବି (ମ. ପ. ଲୋ) — [ଦ୍ର—ଏହିପରି ସେଚନ ପାତ୍ର, ସେଚନ କଳସ ଆଦି ଶବ୍ଦ ହୁଏ।]