ସେଚକ Sechaka

  • ସଂ. ବି. ପୁଂ (ସିଚ୍ ଧାତୁ+କର୍ତ୍ତୃ ଅକ) — ସେଚନକାରୀ ବ୍ଯକ୍ତି (ମେଦିନୀ) — Sprinkler
  • ସଂ. ବି. ପୁଂ (ସିଚ୍ ଧାତୁ+କର୍ତ୍ତୃ ଅକ) — ମେଘ (ମେଦିନୀ) — Cloud
  • ସଂ. ବିଣ. ପୁଂ — ସେଚନକାରୀ — Sprinkling