ସେଙ୍କେଇବା Seṅkeibā

  • ଗ୍ରା. କ୍ରି — ସେଙ୍କିବାର ଣିଜନ୍ତରୂପ — Causative form of Seṅkibā
  • ଗ୍ରା. କ୍ରି — ଶଙ୍କିତ କରାଇବା; ଶଙ୍କା ଦେବା — To frighten
  • ଗ୍ରା. କ୍ରି — ଚେଙ୍ଖାଇବା; ଉତ୍ପୀଡ଼ିତ କରିବା — To oppress