ସେଖୀ ଜାହିରି କରିବା Sekhījāhiri karibā

  • ଦେ. କ୍ରି — ନିଜର ଭଦ୍ରବଂଶୀୟତା ବା ଧନବତ୍ତା ବା ବାହାଦୁରୀକୁ ଦାଣ୍ଡରେ ପ୍ରକାଶ କରିବା ବା କହି ଦେବା — To parade or hoast of one's heridity or gentility or riches
  • ଦେ. କ୍ରି — ଫାଜିଲାମି କରିବା — To brag or boast of one's excellence