ସେକ୍ସଟନ୍ Sek-s-ṭan

  • ବୈଦେ. ବି (ଇଂ) — ଖ୍ରୀଷ୍ଟିଆନମାନଙ୍କର ଗୀର୍ଜା ଘରର ଜିମାଦର୍; ପାଦ୍ରିଙ୍କ ପାର୍ଶ୍ୱଚର ଓ କବର ଖନନକାରୀ କର୍ମଚାରୀ — Sexton of a church