ସେକ୍ରେଟରୀ ଅଫ୍ ଷ୍ଟେଟ୍ ଫର୍ ଇଣ୍ଡିଆ Sekreṭarī aph shteṭ phar iṇḍiā
- ବୈଦେ. ବି (ଇଂ) — ବିଲାତ ପାର୍ଲିଆମେଣ୍ଟରେ ଭାରତ ଶାସନ ବିଭାଗର ଭାରପ୍ରାପ୍ତ କର୍ମଚାରୀ — Secretary of State for India
- ବୈଦେ. ବି (ଇଂ) — [ଦ୍ର—ଏହାଙ୍କୁ ସାହାଯ୍ୟ କରିବା ପାଇଁ ଗୋଟିଏ ସମିତି ବା କାଉନ୍ସିଲ୍ ଅଛି। ସେ ଉକ୍ତ କକାଉନ୍ସିଲ୍ର ପରାମର୍ଶରେ ଯାହା କରନ୍ତି ତାହା — Secretary of state for India in Councilସଭାଧିଷ୍ଠିତ ସେକ୍ରେଟେରୀ ଅଫ୍ ଷ୍ଟେଟଙ୍କ କର୍ମ ବୋଲାଯାଏ]