ସେକେଣ୍ଡ୍ କ୍ଲାସ୍ Sekeṇḍ klās

  • ବୈଦେ. ବି (ଇଂ) — ସ୍କୁଲର ଦ୍ୱିତୀୟ ଶ୍ରେଣୀ — Second class of a school
  • ବୈଦେ. ବି (ଇଂ) — ଥିଏଟରର ଦର୍ଶକ ଓ ରେଲର ବା ଜାହାଜର ଯାତ୍ରୀମାନଙ୍କ ପ୍ରଥମ ଶ୍ରେଣୀର ନିମ୍ନତର ଶ୍ରେଣୀ — Second class of a railway carriage or theatre or ship
  • ବୈଦେ. ବି (ଇଂ) — [ଦ୍ର—ଏହି ଇଂରାଜୀ ସେକଣ୍ଡ୍ ଶବ୍ଦ ସଙ୍ଗେ ଅନେକଗୁଡ଼ିଏ ଇଂରାଜି ଶବ୍ଦ ଲାଗି ଓଡ଼ିଆ ଭାଷାରେ ବ୍ଯବହୃତ ହେଲାଣି। ଯଥା ସେକଣ୍ଡ ମାଷ୍ଟର, ସେକଣ୍ଡ ବେଲ୍, ସେକଣ୍ଡ ଇଅର୍ ଇତ୍ୟାଦି।]