ସେକେଣ୍ଡରୀ ସ୍କୁଲ୍ Sekeṇḍarī skul

  • ବୈଦେ. ବି (ଇଂ) — ଯେଉଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷାର ପରବର୍ତ୍ତୀ ଶିକ୍ଷା ଦିଆଯାଏ — Secondary school
  • ବୈଦେ. ବି (ଇଂ) — [ଦ୍ର—ମିଡ଼ିଲ୍ ଭର୍ଣ୍ଣାକୁଲର, ମିଡ଼ିଲ୍ ଇଂଲିଶ୍ ବା ମାଇନର୍ ସ୍କୁଲ୍ ଓ ହାଇସ୍କୁଲ୍କୁ ସେକଣ୍ଡରୀ ସ୍କୁଲ୍ କୁହାଯାଏ।]