ସେକେ ସେକେ Seke seke

  • ଦେ. ଅ — ଥରେ ଥରେ — One at a time; each one by turn
  • ଦେ. ଅ — [ଇ—ପୁଣି ମଝି ଲୋକେ ଆଗ ହୁଅନ୍ତି। ସେହି ସେକେ ସେକେ ଲାଛି ଦିଅନ୍ତି—ବ୍ରଜନାଥ, ସମରତରଙ୍ଗ।]