ସେକୀ Sekī
- ଦେ. ବି (ଫା. ସେଖ୍ ସଙ୍ଗେ ଓଡ଼ିଆ ଈ ପ୍ରତ୍ୟୟ) — ସେକ୍ ପଣିଆ — The state of being a Sheikh
- ଦେ. ବି (ଫା. ସେଖ୍ ସଙ୍ଗେ ଓଡ଼ିଆ ଈ ପ୍ରତ୍ୟୟ) — ଭଦ୍ରତା; ଭଦ୍ରବଂଶୀୟତା — Gentility; nobility
- ଦେ. ବି (ଫା. ସେଖ୍ ସଙ୍ଗେ ଓଡ଼ିଆ ଈ ପ୍ରତ୍ୟୟ) — ଧନବତ୍ତା; ବଡ଼ଲୋକୀ — The state of being a rich man