ସୃଷ୍ଟି ଛଡ଼ା Sṛusṭi chhaṟḍ̠ā

  • ଦେ. ବିଣ (ମନ୍ଦାର୍ଥ) — ଦୁନିଆରୁ ବହିର୍ଭୁତ; ଅଲୌକିକ — Extraordinary
  • ଦେ. ବିଣ (ମନ୍ଦାର୍ଥ) — ଅସ୍ୱାଭାବିକ — Unnatural; abnormal
  • ଦେ. ବିଣ (ମନ୍ଦାର୍ଥ) — [ଉ—ସୃଷ୍ଟିଛଡ଼ା ମୋହଠାରେ ଦୁର୍ଭାଗ୍ୟର ଦାଉ। ନନ୍ଦକିଶୋର, ସୀତାବନବାସ।]