ସୃଜ୍ (ଧାତୁ) Sṛuj (root)

  • ସଂ — ସୃଷ୍ଟି କରିବା — To create
  • ସଂ — ସନ୍ତାନ ଜନ୍ମ କରିବା — To beget; to procreate (Apte)
  • ସଂ — ମୁକ୍ତ କରିବା — To release; to loose (Apte)
  • ସଂ — ଉପରେ ଲଗାଇବା; ବୋଳିବା — To put on; to place on; to apply (Apte)
  • ସଂ — (ଲୋତକାଦି) ତ୍ୟାଗ କରିବା — To emit; to shed; to pour out (Apte)
  • ସଂ — (ଶରାଦି) ଫିଙ୍ଗିବା; ନିକ୍ଷେପ କରିବା — To throw; to discharge (Apte)
  • ସଂ — ତ୍ୟାଗ କରି ଚାଲିଯିବା — To quit; to abandon (Apte);