ସୃଜନ Sṛujana

  • ଦେ. ବି (ସଂ. ସର୍ଜନ) — ସର୍ଜନ; ସୃଷ୍ଟି — Creating
  • ଦେ. ବି (ସଂ. ସର୍ଜନ) — [ଦ୍ର—ଏ ଶବ୍ଦ ବଙ୍ଗରେ ଓ ଉତ୍କଳରେ ସାଧୁ ଭାଷାରେ ବହୁଳ ବ୍ଯବହୃତ ହୋଇଅଛି; କିନ୍ତୁ ଏହା ବ୍ୟାକରଣ ବିରୁଦ୍ଧ ପ୍ରଯୋଗ; ବ୍ୟାକରଣର ନିୟମାନୁସାରେ (ସୃଜ୍ ଧାତୁ ଭାବବାଚ୍ୟରେ ଅନ ପ୍ରତ୍ୟୟ ହେଲେ) ସର୍ଜନ— ପଦ ସିଦ୍ଧ ଅଟେ।]