ସୃଗାଳିକା Sṛugāḻikā
- ସଂ. ବି. ସ୍ତ୍ରୀ (ସୃଗାଳ+କ+ଆ) — ମାଈ ବିଲୁଆ — A female jackal
- ସଂ. ବି. ସ୍ତ୍ରୀ (ସୃଗାଳ+କ+ଆ) — ଭୂଇଁକଖାରୁ (ହି. ଶ) — Diascorea
- ସଂ. ବି. ସ୍ତ୍ରୀ (ସୃଗାଳ+କ+ଆ) — ପଳାୟନ (ହି. ଶ.) — Fleeing away
- ସଂ. ବି. ସ୍ତ୍ରୀ (ସୃଗାଳ+କ+ଆ) — ଦଙ୍ଗା ପିସାଦ; ହଙ୍ଗାମ (ହି. ଶ.) — Affay; breach of the peace