ସୂ Sū

  • ସଂ. ବି (ସୂ ଧାତୁ+ଭାବ. କ୍ୱିପ୍) — ସୂତି; ପ୍ରସବ — Bringing forth of a child
  • ସଂ. ବି (ସୂ ଧାତୁ+ଭାବ. କ୍ୱିପ୍) — କ୍ଷେପ — Entrusting; throwing
  • ବିଣ—(ସ୍ତ୍ରୀ. ଓ ପୁଂ) — ପ୍ରସୂ; ଯେ ପ୍ରସବ କରେ — Bringing forth or giving birth to children
  • ବିଣ—(ସ୍ତ୍ରୀ. ଓ ପୁଂ) — ଉତ୍ପାଦକ — Producing