ସୂର୍ୟ୍ୟସଂଜ୍ଞ Sūrj̄yasaṁjn̄a
- ସଂ. ବି (ସୂର୍ଯ୍ୟ+ସଂଜ୍ଞା; ବହୁବ୍ରୀହି) — କୁଙ୍କୁମ (ତ୍ରିକାଣ୍ଡ ଶେଷ) — Saffron
- ସଂ. ବି (ସୂର୍ଯ୍ୟ+ସଂଜ୍ଞା; ବହୁବ୍ରୀହି) — ଅର୍କଗୁଳ୍ମ (ହି. ଶ.) — Calotropis Gigantea
- ସଂ. ବି (ସୂର୍ଯ୍ୟ+ସଂଜ୍ଞା; ବହୁବ୍ରୀହି) — ତାମ୍ର (ହି. ଶ.) — Copper
- ସଂ. ବି (ସୂର୍ଯ୍ୟ+ସଂଜ୍ଞା; ବହୁବ୍ରୀହି) — ଏକ— ପ୍ରକାର ମାଣିକ୍ୟ (ହି. ଶ.) — A kind of ruby