ସୂର୍ୟ୍ୟବଂଶିକ Sūrj̄yabaṁṡika

  • ଦେ. ବିଣ — ସୂର୍ଯ୍ୟବଂଶ ସମ୍ବନ୍ଧୀୟ — Relating to solar dynasty
  • ଦେ. ବିଣ — ସୂର୍ଯ୍ୟ— ବଂଶୋଦ୍ଭବ — Born of the solar dynasty
  • ଦେ. ବିଣ — [ଉ—ବାସ ସେ ସ୍ଥାନେ ନିଶିକ, ବାସରେ ସୂର୍ଯ୍ୟବଂଶିକ, ବନେ ଦକ୍ଷିଣ ମୁଖରେ, ବିହାର ଖରେ ସେ। ଭଞ୍ଜ, ବୈଦେହୀଶବିଳାସ।]