ସୂର୍ୟ୍ୟଜ Sūrj̄yaja

  • ସ. ବି. ପୁଂ — ସୁଗ୍ରୀବ ବାନର (ଜଟାଧର) — Sugrība, the monkey king
  • ସ. ବି. ପୁଂ — ଶନି ଗ୍ରହ — The planet Saturn
  • ସ. ବି. ପୁଂ — ଯମ — The Hindu God of death
  • ସ. ବି. ପୁଂ — କର୍ଣ୍ଣରାଜା — King karṇṇa
  • ସ. ବି. ପୁଂ — ସାବର୍ଣ୍ଣି ମନୁ — Sābarṇṇi Manu