ସୂର୍ୟ୍ୟ ସ୍ତବରାଜ Sūrj̄yastabarāja

  • ସଂ. ବି — ଶାମ୍ବପୁରାଣୋକ୍ତ ସୂର୍ଯ୍ୟଙ୍କର ଏକବିଂଶ ନାମ— ସମ୍ବଳିତ ସ୍ତୋତ୍ର — Title of a hymn of the Sungod containing 21 names of the sun
  • ସଂ. ବି — [ଦ୍ର—ଏ ସ୍ତବକୁ ସୂର୍ଯ୍ୟଦେବ ଶାମ୍ବକୁ ଉପଦେଶ ଦେଇଥିଲେ ଓ ଶାମ୍ବ ଏହା ପ୍ରତିଦିନ ଦ୍ୱିସନ୍ଧ୍ୟାରେ ପାଠ କରି କୁଷ୍ଠ ରୋଗ ମୁକ୍ତ ହୋଇଥିଲେ।]