ସୂର୍ୟ୍ୟ ଲୋକ Sūrj̄ya loka
- ସଂ. ବି — ସୌରଭୁବନ; ସୂର୍ଯ୍ୟଭକ୍ତ, ପୁଣ୍ୟଶୀଳ ଓ ଯୁଦ୍ଧରେ ମୃତ ବ୍ଯକ୍ତିମାନଙ୍କର ପୁରାଣୋକ୍ତ ପାର— ଲୌକିକ ବାସସ୍ଥାନ — The abode of the sun worshippers after death
- ସଂ. ବି — ସୌରଜଗତ୍ — The universe of which the sun is the centre; the solar system