ସୂର୍ୟ୍ୟ ରଶ୍ମି Sūrj̄ya raṡmi

  • ସଂ. ବି ( 6 ଷ୍ଠୀ ତତ୍) — ସୂର୍ଯ୍ୟଙ୍କ କିରଣ — The rays of the sun
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ସୂର୍ଯ୍ୟଙ୍କୁ ହିନ୍ଦୁପୁରାଣରେ ସପ୍ତାଶ୍ୱବାହନ ବୋଲା ଯାଇଅଛି। ଆଧୁନିକ ବିଜ୍ଞାନଦ୍ୱାରା ପ୍ରମାଣିତ ହୋଇଅଛି ଯେ ସୂର୍ଯ୍ୟରଶ୍ମି 7 ଗୋଟି ମୌଳିକ ବର୍ଣ୍ଣର ସମନ୍ୱୟ ଅଟେ। ଯଥା — [ଦ୍ର—ସୂର୍ଯ୍ୟଙ୍କୁ ହିନ୍ଦୁପୁରାଣରେ ସପ୍ତାଶ୍ୱବାହନ ବୋଲା ଯାଇଅଛି ଆଧୁନିକ ବିଜ୍ଞାନଦ୍ୱାରା ପ୍ରମାଣିତ ହୋଇଅଛି ଯେ ସୂର୍ଯ୍ୟରଶ୍ମି7ଗୋଟି ମୌଳିକ ବର୍ଣ୍ଣର ସମନ୍ୱୟ ଅଟେ ଯଥା
  • ସଂ. ବି ( 6 ଷ୍ଠୀ ତତ୍) — ବାଇଗଣି — (Violet)
  • ସଂ. ବି ( 6 ଷ୍ଠୀ ତତ୍) — ନେଳୀ — (Indigo)
  • ସଂ. ବି ( 6 ଷ୍ଠୀ ତତ୍) — ଶ୍ୟାମଳ — (Blue)
  • ସଂ. ବି ( 6 ଷ୍ଠୀ ତତ୍) — ଶାଗୁଆ — (Green)
  • ସଂ. ବି ( 6 ଷ୍ଠୀ ତତ୍) — ହଳଦିଆ — (Yellow)
  • ସଂ. ବି ( 6 ଷ୍ଠୀ ତତ୍) — ନାରଙ୍ଗୀ — (Orange)
  • ସଂ. ବି ( 6 ଷ୍ଠୀ ତତ୍) — ନାଲି — (Red)]