ସୂର୍ୟ୍ୟ ନାଡ଼ୀ Sūrj̄ya nāṟḍ̠ī

  • ସଂ. ବି — ଇଡ଼ାନାଡ଼ି — The vein running along the right side of the vertebral column and making the breath escape through the right nostril
  • ସଂ. ବି — [ଦ୍ର— ସ୍ୱରୋଦୟ ଶାସ୍ତ୍ର ମତରେ ଏହି ନାଡ଼ୀରେ ନିଶ୍ୱାସ ବହୁଥିଲା ବେଳେ ଭୋଜନ କରିବ ଓ ଶୟନ କରିବ। ସ୍ୱରୋଦୟ ଦେଖ।]