ସୂର୍ୟ୍ୟ ତନୟ Sūrj̄ya tanaya

  • ସଂ. ବି. ପୁଂ — ଶନିଗ୍ରହ — The planet Saturn
  • ସଂ. ବି. ପୁଂ — ଯମ — The God of death
  • ସଂ. ବି. ପୁଂ — ସାବର୍ଣ୍ଣିମନୁ — A progenitor of mankind
  • ସଂ. ବି. ପୁଂ — କର୍ଣ୍ଣ ରାଜା — King Karṇṇa
  • ସଂ. ବି. ପୁଂ — ସୁଗ୍ରୀବ — Sugrība, the monkey king
  • ସଂ. ବି. ପୁଂ — ଅଶ୍ୱିନୀ— କୁମାରଦ୍ୱୟ — The twin Aṡwinīkumāras
  • ସଂ. ବି. ପୁଂ — ବରୁଣ (ହି. ଶ) — The Sea-god