ସୂର୍ଯ୍ୟୋଢ଼ Sūrj̄yoṟḍ̠ẖa

  • ସଂ. ବି (ସୂର୍ଯ୍ୟ+ବହ୍ ଧାତୁ+କର୍ମ ତ; ସୂର୍ଯ୍ୟ ଯାହାଙ୍କୁ ବହନ କରି ଆଣନ୍ତି) — ସୂର୍ଯ୍ୟାସ୍ତକାଳରେ ଆଗତ ଅତିଥି (ହେମଚନ୍ଦ୍ର); ଯେଉଁ ଅତିଥି ସୂର୍ଯ୍ୟାସ୍ତ ପରେ ଆସି କୌଣସି ଗୃହସ୍ଥଙ୍କ ଘରେ ପହଞ୍ଚି ଯାଆନ୍ତି — An unexpected guest who arrives at sunset
  • ସଂ. ବି (ସୂର୍ଯ୍ୟ+ବହ୍ ଧାତୁ+କର୍ମ ତ; ସୂର୍ଯ୍ୟ ଯାହାଙ୍କୁ ବହନ କରି ଆଣନ୍ତି) — ଅସ୍ତଗତ ସୂର୍ଯ୍ୟ (ବିଷ୍ଣୁ ପୁରାଣ) — The sun which has set
  • ସଂ. ବି (ସୂର୍ଯ୍ୟ+ବହ୍ ଧାତୁ+କର୍ମ ତ; ସୂର୍ଯ୍ୟ ଯାହାଙ୍କୁ ବହନ କରି ଆଣନ୍ତି) — ସୂର୍ଯ୍ୟାସ୍ତ ସମୟ (ହି. ଶ.) — The time of sunset