ସୂର୍ଯ୍ୟାବର୍ତ୍ତା Sūrj̄yābarttā

  • ସଂ.ବି (ସୂର୍ଯ୍ୟ+ଆ+ବୃତ୍ ଧାତୁ=ଘୂରିବା+କର୍ତ୍ତୃ ଅ+ଆ; ଯାହା ସୂର୍ଯ୍ୟଙ୍କ ଦିଗକୁ ମୁହଁ ବୁଲାଏ) — ସୂର୍ଯ୍ୟମୁଖୀ ଫୁଲ — The sun- flower; Helianthus Annuus
  • ସଂ.ବି (ସୂର୍ଯ୍ୟ+ଆ+ବୃତ୍ ଧାତୁ=ଘୂରିବା+କର୍ତ୍ତୃ ଅ+ଆ; ଯାହା ସୂର୍ଯ୍ୟଙ୍କ ଦିଗକୁ ମୁହଁ ବୁଲାଏ) — ଅଣ- ସୋରିଷିଆ ଗୁଳ୍ମ — Cleome Viscosa plant
  • ସଂ.ବି (ସୂର୍ଯ୍ୟ+ଆ+ବୃତ୍ ଧାତୁ=ଘୂରିବା+କର୍ତ୍ତୃ ଅ+ଆ; ଯାହା ସୂର୍ଯ୍ୟଙ୍କ ଦିଗକୁ ମୁହଁ ବୁଲାଏ) — ଗଜପିପ୍ଳୀ (ହି. ଶ) — Pothos officinalis (creeper)
  • ସଂ.ବି (ସୂର୍ଯ୍ୟ+ଆ+ବୃତ୍ ଧାତୁ=ଘୂରିବା+କର୍ତ୍ତୃ ଅ+ଆ; ଯାହା ସୂର୍ଯ୍ୟଙ୍କ ଦିଗକୁ ମୁହଁ ବୁଲାଏ) — ଅଧାକପାଳିବଥା ରୋଗ — Migraine
  • ସଂ.ବି (ସୂର୍ଯ୍ୟ+ଆ+ବୃତ୍ ଧାତୁ=ଘୂରିବା+କର୍ତ୍ତୃ ଅ+ଆ; ଯାହା ସୂର୍ଯ୍ୟଙ୍କ ଦିଗକୁ ମୁହଁ ବୁଲାଏ) — [ଦ୍ର—ଏ ବଥା ରୋଗ ସୂର୍ଯ୍ୟୋଦୟବେଳେ ପ୍ରତିଦିନ ଆରମ୍ଭ ହୁଏ ଓ ସୂର୍ଯ୍ୟର ଗତି ସଙ୍ଗେ ବୃଦ୍ଧି ପାଇ ଦ୍ୱିପ୍ରହର ପରେ କମି କମି ସୂର୍ଯ୍ୟାସ୍ତବେଳେ ବନ୍ଦ ହୋଇଯାଏ।]