ସୂର୍ମ୍ମୀ ଯନ୍ତ୍ର Sūrmī j̄antra

  • ସଂ. ବି — କୃଷ୍ଣ ଯଜୁର୍ବେଦୋକ୍ତ ନାଳିକାସ୍ତ୍ରବିଶେଷ; ଏକ ପ୍ରକାର ବନ୍ଧୁକ — A sort of gun used in the vedic age
  • ସଂ. ବି — [ଦ୍ର—ଏଥିର ଲୌହ ନଳର ମଧ୍ୟ ଦେଇ ଉତ୍ତପ୍ତ ସୀସକ ପିଣ୍ଡ ବାହାରି ଶତ୍ରୁକୁ ଦହୁ— ଥିଲା।]
  • ଦେ. ବି — ନଳଦ୍ୱାରା ପାଣି ବୁହା ହେବା କଳ — Appliance for carrying water through pipes or tubes