ସୂରୂଜ (ଇତ୍ୟାଦି) Sūruja (etc)
- ଗ୍ରା. ବ (ସଂ. ସୂର୍ଯ୍ୟ) — ସୂର୍ଯ୍ୟ ଇତ୍ୟାଦି (ଦେଖ) — Sūrj̄ya etc (See)
- ଗ୍ରା. ବ (ସଂ. ସୂର୍ଯ୍ୟ) — ଗଞ୍ଜପା ସାରରେ ଦିଆଯିବା ରଙ୍ଗବିଶେଷ (ନୀଳ ଓ ଶଙ୍ଖ ବାଟି କଇଥ ଅଠା ମିଶାଇ କରାଯିବା ରଙ୍ଗ) — A pale blue paint used in painting the cards of the game of Gan̄japā
- ଗ୍ରା. ବ (ସଂ. ସୂର୍ଯ୍ୟ) — ସୂର୍ଯ୍ୟମଣିର ଡାକ ନାମ — Name for calling sūrj̄yamaṇi