ସୂରି Sūri
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — ପଣ୍ଡିତ (ଅମର) — Learned man
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — ସୂର୍ଯ୍ୟ (ଉଣାଦିକୋଷ) — The sun
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — କବି — Poet
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — ଯାଦବ— ବିଶେଷ — Name of a member of the J̄adu dynasty
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — କୃଷ୍ଣ (ପ୍ରକୃତିବାଦ) — A name of Kṛushṇa
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — (ନାମ) ଜୈନ ଗୁରୁବିଶେଷ (ପ୍ରକୃତିବାଦ) — Name of a Ja̲i̱na preceptor
- ସଂ. ବି (ସୂର ଧାତୁ+କର୍ତ୍ତୃ. ଇ) — ବୃହସ୍ପତି (ହି. ଶ.) — A name of Bṛuhaspati