ସୂରତ Sūrata

  • ସଂ. ବିଣ. ପୁଂ (ସୁ+ ରମ୍ ଧାତୁ+କର୍ତ୍ତୃ ତ; ସୁ ସ୍ଥାନରେ ସୂ ଆଦେଶ) — ଅତି କୃପାଳୁ (ଅମର) — Very merciful