ସୂତ୍ର ପାତ Sūtra pāta
- ଦେ. ବି (ରାଜ, ବଢ଼େଇ ଓ କରତୀମାନେ କାମ ଆରମ୍ଭ କରିବା ପୂର୍ବରୁ ସୂତା ଧରି କାର୍ଯ୍ୟ ପାଇଁ ମାପ କରି— ବାରୁ ଏହି ଅର୍ଥ) — କୌଣସି ବିଷୟର ଆରମ୍ଭ; କାର୍ଯ୍ୟାରମ୍ଭ — Beginning; commencement of any thing
- ଦେ. ବି (ରାଜ, ବଢ଼େଇ ଓ କରତୀମାନେ କାମ ଆରମ୍ଭ କରିବା ପୂର୍ବରୁ ସୂତା ଧରି କାର୍ଯ୍ୟ ପାଇଁ ମାପ କରି— ବାରୁ ଏହି ଅର୍ଥ) — [ଉ—କ୍ରମେ ଗୃହ ବିଗ୍ରହର ସୂତ୍ରପାତ ହୋଇ, ଏହିରୂପେ ଛିନ୍ନ ଭିନ୍ନ ହେଲେ ଆର୍ଯ୍ୟ ଜାତି—ରାଧାନାଥ, ମହାଯାତ୍ରା।]
- ଦେ. ବି (ରାଜ, ବଢ଼େଇ ଓ କରତୀମାନେ କାମ ଆରମ୍ଭ କରିବା ପୂର୍ବରୁ ସୂତା ଧରି କାର୍ଯ୍ୟ ପାଇଁ ମାପ କରି— ବାରୁ ଏହି ଅର୍ଥ) — କାର୍ଯ୍ୟର ପ୍ରଥମିକ ସୂଚନା — Preliminary indication of a work
- ସଂ. ବି — ମାପିବା ସୂତ୍ରଦ୍ୱାରା ମାପ କରିବା — Applying the measuring line (M.W.)