ସୂତ୍ର ଧର Sūtra dhara
- ସଂ. ବି (ସୂତ୍ର+ ଧୃ ଧାତୁ+କର୍ତ୍ତୃ ଅ) — ନାଟକା— ଭିନୟ ଆରମ୍ଭ ହେବା ପୂର୍ବରୁ ଯେଉଁ ନାଟ୍ୟକାର ରଙ୍ଗଭୂମିକୁ ଆସି ଦର୍ଶକମାନଙ୍କୁ ନାଟକୀୟ କଥାର ସୂଚନା ଦିଅନ୍ତି; ନାଟ୍ୟପ୍ରସ୍ତାବକ — An actor who appears on the stage and indicates the contents of the drama; stage manager
- ସଂ. ବି (ସୂତ୍ର+ ଧୃ ଧାତୁ+କର୍ତ୍ତୃ ଅ) — ବଢ଼େଇ — Carpenter
- ସଂ. ବି (ସୂତ୍ର+ ଧୃ ଧାତୁ+କର୍ତ୍ତୃ ଅ) — [ଦ୍ର—ଏ ବିଶ୍ୱକର୍ମା ଔରସରେ ଶୂଦ୍ର ଗର୍ଭଜାତ ସନ୍ତାନ—ବ୍ରହ୍ମବୈବର୍ତ୍ତ ପୁରାଣ।]
- ସଂ. ବି (ସୂତ୍ର+ ଧୃ ଧାତୁ+କର୍ତ୍ତୃ ଅ) — ଶଚୀପତି; ଇନ୍ଦ୍ର — God Indra
- ସଂ. ବି (ସୂତ୍ର+ ଧୃ ଧାତୁ+କର୍ତ୍ତୃ ଅ) — ସୂତ୍ରକାର (ଦେଖ) — Sutrakāra (See)