ସୂତିକା Sūtikā

  • ସଂ. ବି (ସୂତକ+ଆ) — ନବ ପ୍ରସୂତା ସ୍ତ୍ରୀ; ପୋଖତି— ଆଳୀ ସ୍ତ୍ରୀ — A woman who has been recently delivered of a wild
  • ସଂ. ବି (ସୂତକ+ଆ) — ସୂତିକା ରୋଗ (ଦେଖ) — Sūtikā roga (See)
  • ସଂ. ବି (ସୂତକ+ଆ) — ନବ ପ୍ରସୂତା ଗୌ (ହି. ଶ.) — Recently calved cow