ସୂତା ସପ Sūtā sapa

  • ଦେ. ବି — ଝୋଟ ଦଉଡ଼ାରେ ବୁଣା ନ ହୋଇ ତୁଳାର ସୂତାରେ ବୁଣା ଯାଇଥିବା ସରୁ ମସିଣା — A thin mat woven with thread
  • ଦେ. ବି — [ଦ୍ର— ଏହାକୁ ବଡ଼ଲୋକମାନେ ଗ୍ରୀଷ୍ମ ଦିନରେ ଶେଯ ଉପରେ ପକାଇ ଶୁଅନ୍ତି। ତୁଳା ଶେଯ ତୁଳନାରେ ଏହା ଦେହକୁ ଶୀତଳ ଲାଗେ।]