ସୂତା ନାଗ Sūtā nāga
- ଦେ. ବି — ସୂତା ପରି ଲମ୍ବ ଓ କାନବିଛା ପରି ସରୁ ଏକ— ଜାତୀୟ ସର୍ପ — A kind of very slender serpent
- ଦେ. ବି — [ଦ୍ର—ଏ ପ୍ରାୟ ଏକ ଚାଖଣ୍ଡ ଲମ୍ବ ହୁଏ, ଏ ସମାନ୍ୟ ବିଷଧର। ଏହାର ମୁଣ୍ଡ ଉପରେ ଗୋଟିଏ ଟୋପି ପରି ଆବରଣ ଥାଏ। ଏମାନେ ବର୍ଷା ଦିନେ ବାଟରେ ଥାଆନ୍ତି ଓ ପାଚିଲା ଫଳକୁ କଣା କରି ଖାଆନ୍ତି।]