ସୂତା ଦେବା Sūtā debā

  • ପ୍ରାଦେ (ବାଲେଶ୍ୱର) କ୍ରି — ଘୁଡ଼ିକୁ ବହୁ ଉଚ୍ଚକୁ ଉଠାଇବା ପାଇଁ ଚରଖିରେ ଗୁଡ଼ିଆ ହୋଇଥିବା ସୂତାକୁ ଫିଟାଇ ଦେବା — To let out the string of a kite so that the kite may fly high