ସୂତା କଣ୍ଡା Sūtā kaṇḍā

  • ଦେ. ବି (ସଂ. ସଂତ୍ର ଓ କଣ୍ଡନ) — ତନ୍ତରେ ବୁଣିବା ପାଇଁ କାଠିରେ ଗୁଡ଼ିଆ ହୋଇଥିବା ସୂତାର ବିଡ଼ା — A bundle of thread twisted round a reel, ready for weaving