ସୂଚ୍ୟଗ୍ର ପରିମିତ Sūchyagra parimita
- ସଂ. ବିଣ — ଛୁଞ୍ଚିର ଅଗଦ୍ୱାରା ଯେତେ ସ୍ଥାନ ଅଧିକୃତ ହୋଇପାରେ — Measured by the fine point of a needle
- ସଂ. ବିଣ — ଅତି ସୂକ୍ଷ୍ମ — Minutest
- ସଂ. ବିଣ — [ଯଥା—ଦୁର୍ଯ୍ୟୋଧନ କହିଲେ ଯେ, ବିନା ଯୁଦ୍ଧରେ ମୁଁ ପାଣ୍ଡବମାନଙ୍କୁ ସୂଚ୍ୟଗ୍ର ପରିମିତ ସ୍ଥାନ ଛାଡ଼ି ଦେବି ନାହିଁ।]