ସୂଚୀ ପତ୍ର Sūchī patra
- ସଂ. ବି — ସୂଚି ଦଳ (ଦେଖ) — Sūchi daḻa (See)
- ସଂ. ବି — ସ୍ତବଗତ ବିଷୟର ସଂକ୍ଷିପ୍ତ ସୂଚନା ବା ତାଲିକା ଯେଉଁ ପୃଷ୍ଠାରେ ଲେଖା ହୋଇଥାଏ — An index to a book; table of contents
- ସଂ. ବି — ବ୍ଯବସାୟୀଙ୍କ ଦୋକାନରେ ଥିବା ଜିନିଷ ଆଦିର ନାମ, ବିବରଣ ଓ ମୂଲ୍ୟର ତାଲିକା ଯେଉଁ ବହିରେ ଥାଏ (ହି. ଶ.) — Catalogue or price-list of a trader or shopkeeper