ସୂଚୀ (ଇତ୍ୟାଦି) Sūchī (etc)

  • ସଂ. ବି (ସୂଚି+ଈ) — ସୂଚି ଇତ୍ୟାଦି (ଦେଖ) — Sūchi etc (See)
  • ସଂ. ବି (ସୂଚି+ଈ) — (ହିନ୍ଦୁସ୍ମୃତି) ଯେଉଁ ସାକ୍ଷୀ ବିନା ସମନରେ ଆସି ସାକ୍ଷ ଦିଏ (ହି.ଶ) — A witness who gives evidnece without being summoned
  • ସଂ. ବି (ସୂଚି+ଈ) — (ସୁଶ୍ରୁତ) ଶରୀରର କ୍ଷତ ସ୍ଥାନକୁ ସିଲାଇ କରିବା ପାଇଁ ବ୍ଯବହୃତ ଛୁଞ୍ଚି (ହି. ଶ) — Surgeon's needle
  • ସଂ. ବି (ସୂଚି+ଈ) — (ସଂ. ସୂଚିନ୍; 1 ମା. 1 ବ. ପୁଂ) ଚର; ଭେଦୁଆ (ହି.ଶ) — (ସଂ. ସୂଚିନ୍;1ମା.1ବ. ପୁଂ) ଚର; ଭେଦୁଆ (ହି.ଶ)—. Spy; informer
  • ସଂ. ବି (ସୂଚି+ଈ) — (ପୁଂ) ପିଶୁନ; ଚୁଗୁଲିଆ ବ୍ଯକ୍ତି (ହି. ଶ) — Backbiter
  • ସଂ. ବି (ସୂଚି+ଈ) — (ପୁଂ) ଖଳ ବ୍ଯକ୍ତି; ଦୁଷ୍ଟ ବ୍ଯକ୍ତି (ହି.ଶ) — A wicked person
  • ସଂ. ବିଣ. ପୁଂ — ସୂଚନାକାରୀ — Indicating
  • ସଂ. ବିଣ. ପୁଂ — ଚୁଗୁଲିଆ — Backbiting
  • ସଂ. ବିଣ. ପୁଂ — ଖଳ — Wicked; depraved