ସୂଚିମୁଖ Sūchimukha
- ସଂ.ବି (ବହୁବ୍ରୀହି) — ହୀରକ (ହେମଚନ୍ଦ୍ର; ହୀରା) — Diamond
- ସଂ.ବି (ବହୁବ୍ରୀହି) — ସିତକୁଶ (ରାଜନିର୍ଘଣ୍ଟ); ଧଳାକୁଶ — White variety of kuṡa grass
- ସଂ.ବି (ବହୁବ୍ରୀହି) — ସୂଚ୍ୟାସ୍ୟ (ହେମଚନ୍ଦ୍ର); ମୂଷିକ — Mouse
- ସଂ.ବି (ବହୁବ୍ରୀହି) — ଚୁଚୁନ୍ଦ୍ରା — Shrew; mole
- ସଂ.ବି (ବହୁବ୍ରୀହି) — ବ୍ୟୂହ— ବିଶେଷ — A kind of battle-array
- ସଂ.ବି (ବହୁବ୍ରୀହି) — ଛୁଞ୍ଚିରେ ଛିଦ୍ର (ହି.ଶ) — The eye of a needle