ସୂଚିଭେଦ୍ଯ Sūchibheya

  • ସଂ. ବିଣ (ତୃତୀୟା ତତ୍) — ଯାହା ସୂଚିଦ୍ୱାରା ଭେଦନ କରାଯାଇ ପାରେ — Fit to be pierced with a needle
  • ସଂ. ବିଣ (ତୃତୀୟା ତତ୍) — ଘନ; ଗାଢ଼ (ଅନ୍ଧକାର) — Dense (darkness)