ସୂଚିକାମୁଖ Sūchikāmukha
- ସଂ. ବି—(ବହୁବ୍ରୀହି; ସୂଚିକା=ଛୁଞ୍ଚି ପରି ମୁଖ ଯାହାର) ଶଙ୍ଖ — Conch shell
- ସଂ. ବି—(ବହୁବ୍ରୀହି; ସୂଚିକା=ଛୁଞ୍ଚି ପରି ମୁଖ ଯାହାର) ଚୁଚୁନ୍ଦ୍ରା — Mole
- ସଂ. ବି—(ବହୁବ୍ରୀହି; ସୂଚିକା=ଛୁଞ୍ଚି ପରି ମୁଖ ଯାହାର) ମୂଷିକ; ମୂଷା — Rat; mouse
- ସଂ. ବି—(ବହୁବ୍ରୀହି; ସୂଚିକା=ଛୁଞ୍ଚି ପରି ମୁଖ ଯାହାର) ( 6 ଷ୍ଠୀ ତତ୍)—ଛୁଞ୍ଚିର ମୁହଁ; ଛୁଞ୍ଚିର କଣା — (6ଷ୍ଠୀ ତତ୍)—ଛୁଞ୍ଚିର ମୁହଁ; ଛୁଞ୍ଚିର କଣା—. The mouth or eye of a needle