ସୂଚି ସୂତ୍ର Sūchi sūtra

  • ସଂ. ବି — (ମ. ପ. ଲୋ) ଛୁଞ୍ଚିର ଛିଦ୍ରରେ ପୂରାଯାଇଥିବା ସୂତା — Thread passed through the eye of a needle
  • ସଂ. ବି — (ଦ୍ୱନ୍ଦ୍ୱ) ଛୁଞ୍ଚି ଓ ସୂତା — Needle and thread