ସୂଚି ବଦନ Sūchi badana

  • ସଂ. ବି (ବହୁବ୍ରୀହି) — ନକୁଳ; ନେଉଳ (ରାଜ— ନିର୍ଘଣ୍ଟ) — Ichneumon
  • ସଂ. ବି (ବହୁବ୍ରୀହି) — ମଶକ; ମଶା (ରାଜନିର୍ଘଣ୍ଟ) — Mosquito