ସୂକ୍ଷ୍ମାଗ୍ର Sūkshmāgra

  • ସଂ. ବି (କର୍ମଧା) — ଅତି ତୀକ୍ଷ୍ଣ ଅଗ୍ରଭାଗ; ଅସ୍ତ୍ରାଦିର ମୁନିଆଁ ଦାଢ଼; ମୁନ — Fine sharp edge
  • ସଂ. ବିଣ (ବହୁବ୍ରୀହି) — ମୁନିଆ (ଅସ୍ତ୍ରାଦି) — Fine-pointed