ସୂକ୍ଷ୍ମଦେହୀ Sūkshmadehī
- ଦେ. ବିଣ — ଅଣୁବୀକ୍ଷଣ ଯନ୍ତ୍ର ବିନା ଦେଖା ନ ଯିବା କ୍ଷୁଦ୍ର (ଜୀବ) — Microscopic (animals); (animals) which cannot be seen without a microscope; having a very diminutive body
- ବି — ଅତି ସୂକ୍ଷ୍ମଜୀବ — The infusoria
- ବି — ପରମାଣୁ (ହି.ଶ) — Molecule