ସୂକ୍ଷ୍ମଦର୍ଶୀ Sūkshmadarṡī
- ସଂ. ବିଣ (ସୂକ୍ଷ୍ମ ଦର୍ଶିନ୍ ଶବ୍ଦ; 1 ମା. 1 ବ; ସୂକ୍ଷ୍ମ+ଦୃଶ୍ ଧାତୁ=ଦେଖିବା+କର୍ତ୍ତୃ. ଇନ୍) — ବିଚକ୍ଷଣ; ଅତିଶୟ ବୁଦ୍ଧିମାନ୍ — Very sharp-witted
- ସଂ. ବିଣ (ସୂକ୍ଷ୍ମ ଦର୍ଶିନ୍ ଶବ୍ଦ; 1 ମା. 1 ବ; ସୂକ୍ଷ୍ମ+ଦୃଶ୍ ଧାତୁ=ଦେଖିବା+କର୍ତ୍ତୃ. ଇନ୍) — କୁଶାଗ୍ରୀୟ— ମତି; ତତ୍କାଳଧୀ; ପ୍ରତ୍ୟୁତ୍ପନ୍ନମତି — Having presence of mind