ସୂକ୍ଷ୍ମ ଶରୀର Sūkshma ṡarīra

  • ସଂ. ବି — ପଞ୍ଚ ପ୍ରାଣ, ପଞ୍ଚ ଜ୍ଞାନେଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ ଓ ବୁଦ୍ଧି, ଆତ୍ମାର ଭୋଗସାଧନ ଏହି ସପ୍ତଦଶ ତତ୍ତ୍ୱର ସମୁହ; ଆତ୍ମାର 17 ଗୋଟି ଅବୟବ; ଲିଙ୍ଗଦେହ — ପଞ୍ଚ ପ୍ରାଣ, ପଞ୍ଚ ଜ୍ଞାନେଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ ଓ ବୁଦ୍ଧି, ଆତ୍ମାର ଭୋଗସାଧନ ଏହି ସପ୍ତଦଶ ତତ୍ତ୍ୱର ସମୁହ; ଆତ୍ମାର17ଗୋଟି ଅବୟବ; ଲିଙ୍ଗଦେହ—The sentient soul according to Theosophy; the cau-sal body
  • ସଂ. ବି — [ଦ୍ର—ସାଂଖ୍ୟଦର୍ଶନ ମତରେ ଶରୀର ଦୁଇ ପ୍ରକାରର, ଯଥା—ସ୍ଥୂଳ ଶରୀର ଓ ସୂକ୍ଷ୍ମଶରୀର। ହାତ, ଗୋଡ଼, ମୁଖ, ଉଦରାଦି ଅଙ୍ଗବିଶିଷ୍ଟ ଶରୀର ସ୍ଥୂଳ ଶରୀର ଅଟେ। ପରନ୍ତୁ ଏହି ସ୍ଥୂଳଶରୀର ନଷ୍ଟ ହୋଇଯିବା ପରେ ଏହି ପ୍ରକାର ଅନ୍ଯ ଏକ ଶରୀର ବଞ୍ଚି ରହେ, ଯାହା ଉକ୍ତ 17 ତତ୍ତ୍ୱରେ ନିର୍ମିତ। ଏହାକୁ ସୂକ୍ଷ୍ମ ଶରୀର କହନ୍ତି। ଏହା ମଧ୍ୟ ବୋଲାଯାଏ ଯେ, ଯେତେବେଳ ପର୍ଯ୍ୟନ୍ତ ଆତ୍ମାର ମୁକ୍ତି ହୁଏ ନାହିଁ, ସେ ପର୍ଯ୍ୟନ୍ତ ଏହି ସୂକ୍ଷ୍ମ ଶରୀରର ସଂସାରକୁ ଗମନାଗମନ ବରାବର ହେଉଥାଏ। ସ୍ୱର୍ଗ ଓ ନରକ ଆଦିର ଭୋଗ ମଧ୍ୟ ଏ ସୂକ୍ଷ୍ମ ଶରୀରକୁ କରିବାକୁ ପଡ଼େ—ହି. ଶ।] — [ଦ୍ର—ସାଂଖ୍ୟଦର୍ଶନ ମତରେ ଶରୀର ଦୁଇ ପ୍ରକାରର, ଯଥା—ସ୍ଥୂଳ ଶରୀର ଓ ସୂକ୍ଷ୍ମଶରୀର ହାତ, ଗୋଡ଼, ମୁଖ, ଉଦରାଦି ଅଙ୍ଗବିଶିଷ୍ଟ ଶରୀର ସ୍ଥୂଳ ଶରୀର ଅଟେ ପରନ୍ତୁ ଏହି ସ୍ଥୂଳଶରୀର ନଷ୍ଟ ହୋଇଯିବା ପରେ ଏହି ପ୍ରକାର ଅନ୍ଯ ଏକ ଶରୀର ବଞ୍ଚି ରହେ, ଯାହା ଉକ୍ତ17ତତ୍ତ୍ୱରେ ନିର୍ମିତ ଏହାକୁ ସୂକ୍ଷ୍ମ ଶରୀର କହନ୍ତି ଏହା ମଧ୍ୟ ବୋଲାଯାଏ ଯେ, ଯେତେବେଳ ପର୍ଯ୍ୟନ୍ତ ଆତ୍ମାର ମୁକ୍ତି ହୁଏ ନାହିଁ, ସେ ପର୍ଯ୍ୟନ୍ତ ଏହି ସୂକ୍ଷ୍ମ ଶରୀରର ସଂସାରକୁ ଗମନାଗମନ ବରାବର ହେଉଥାଏ ସ୍ୱର୍ଗ ଓ ନରକ ଆଦିର ଭୋଗ ମଧ୍ୟ ଏ ସୂକ୍ଷ୍ମ ଶରୀରକୁ କରିବାକୁ ପଡ଼େ—ହି. ଶ]