ସୁଡ଼ୁସୁଡ଼ୁ Suṟḍ̠u suṟḍ̠u
- ଦେ. ଅ (ଧ୍ୱନ୍ୟନୁକରଣ) — ପାଣିଆ ଦ୍ରବ୍ୟ (ଯଥା—ପଖାଳ, ଦହି, ଡାଲି) ହାପୁରିବା ଶବ୍ଦ — The Sound of eating liquid things; smacking sound
- ଦେ. ଅ (ଧ୍ୱନ୍ୟନୁକରଣ) — (ଉ—ଭାତ ପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ଡା ସୁଡ଼୍ସୁଡ଼୍ ଶବ୍ଦରେ ଖାଇ ଦଣ୍ଡକ ମଧ୍ୟରେ ପତ୍ର ଖାଲି କରିଦେଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ।)